16 Somvar Vrat Katha In Odia
The best time to start 16 Somvar Vrat is:
ପ୍ରତ୍ୟେକ ସୋମବାର ଦିନ ବ୍ରତୀ ବ୍ୟକ୍ତି: 16 somvar vrat katha in odia
ଏକ ସମୟରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଭ୍ରମଣ କରୁ କରୁ ମର୍ତ୍ତ୍ୟଲୋକର ନଗରୀରେ ପହଞ୍ଚିଲେ. ସେଠାରେ ଥିବା ଏକ ସୁନ୍ଦର ଶିବ ମନ୍ଦିରରେ ସେମାନେ ବିଶ୍ରାମ କଲେ | ଖେଳାଖେଳି ସମୟରେ ପାର୍ବତୀ ପଚାରିଲେ, "ଏହି ଖେଳରେ କିଏ ଜିତିବ?" ମନ୍ଦିରର ପୂଜାରୀ କହିଲେ, "ମହାଦେବ ହିଁ ଜିତିବେ". କିନ୍ତୁ ପରିଶେଷରେ ମାତା ପାର୍ବତୀ ଜିତିଲେ | ମିଛ କହିଥିବା ଅପରାଧରେ ପାର୍ବତୀ ପୂଜାରୀଙ୍କୁ କୁଷ୍ଠ ରୋଗୀ ହେବାକୁ ଅଭିଶାପ ଦେଲେ. The best time to start 16 Somvar Vrat